ବିଜେପି ଛାଡି ସତ୍ୟବାଦୀରୁ ସ୍ବାଧିନ ପ୍ରାର୍ଥୀ ଭାବେ କାମାକ୍ଷା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

59

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବିଜେପି ଛାଡି ସତ୍ୟବାଦୀରୁ ସ୍ବାଧିନ ଭାବେ ବିଧାନସଭା ପ୍ରାର୍ଥୀ କାମାକ୍ଷା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଚନ୍ତି। କାମାକ୍ଷା କହିଚନ୍ତି ଅନେକ ନେତା ଆସିଥିବା ବେଳେ ସତ୍ୟବାଦୀବାସୀଙ୍କ ଦୁଃଖ ଦୂର କରିପାରିନାହାନ୍ତି। ସେ ଲୋକଙ୍କ ସହ ଅଛନ୍ତି । ଲୋକଙ୍କ ଭଲ ପାଇବାକୁ ସେ ଆଧାର କରି ବିପୁଳ ଭୋଟରେ ଜିତିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More