ବିଜେଡି ଛାଡିଲେ ସୁଦର୍ଶନ ସାହୁ

54

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : — ମଙ୍ଗଳବାର ପୂର୍ବତନ ପୌର ସଦସ୍ୟ ସୁଦର୍ଶନ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର ଙ୍କ ନିକଟକୁ ପଠାଇଛନ୍ତି। ଶ୍ରୀ ସାହୁ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି, ୨୫ ଏପ୍ରିଲ ୨୦୨୨ ରିଖ ଦିନ ମୋ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହା ଉପରେ ମୁଁ ମୋ ପକ୍ଷ ତତ୍କାଳୀନ ଜିଲ୍ଲା ସଭାପତିଙ୍କୁ ଭେଟି ଜଣାଇଥିଲି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୋଣସି ବିଚାର କରାଗଲା ନାହିଁ, ଏଣୁ ଆଜି ବିଜୁ ଜନତା ଦଳରୁ ମୁଁ ସମ୍ପର୍କ ଛିନ୍ନ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More