ବିଜେଡିର ବିରାଟ ବାଇକ ଶୋଭାଯାତ୍ରା

16

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ବିପୁଳସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ତାଙ୍କ ବରିଷ୍ଠ ବିଜେଡି କର୍ମୀ ଓ ପ୍ରେମୀମାନଙ୍କୁ ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଯାଇଛି ।ଏହି ଶୋଭାଯାତ୍ରା କାଶିନଗର ବ୍ଲକ ରାମସଗର ଛକଠାରୁ ଆରମ୍ଭ କରି କଣ୍ଟରାଗଡ଼ା, ଗୁରାଣ୍ଡି, ଗୋଷାଣୀ ଛକଦେଇ ଲାବଣ୍ୟଗଡ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ଲୋକଙ୍କ ସହିତ ତେଲଗୁ ସିନେ ତାରକା ସୁମନ ତଲୱାର ଆକର୍ଷଣ ସାଜିଥିଲେ ।ଏହି ଶୋଭାଯାତ୍ରା ବହୁସଂଖ୍ୟାରେ ଲୋକମାନଙ୍କର ସମାଗମ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More