ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

38

Get real time updates directly on you device, subscribe now.

ଗଜପତି(ସଅଙଘର ମିଡିଆ) : – ବିଜେଡିର ଜନସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ତଥା ଜୋନ ନୋମ୍ବର -୦୬ ର କେରାଣ୍ଡି,କତ୍ତଲକଇଠା,ଉପଲଡ଼ା,ବାଘସଳା ଓ ଅଗରଖଣ୍ଡି ଗ୍ରାମପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡ଼ି ଯୁବନେତା ଈଂ . ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସ,ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ ବୀରରାଜୁ ,ଗୋସାଣି ବ୍ଲକ ବିଜେଡ଼ି ସଭାପତି ସିଏଚ ଈଶ୍ଵର ରାଓ ,ଏସଡ଼ିସି ଅଧ୍ୟକ୍ଷା ମରିୟମ ରଇତ,ଆରଏମସିଏସ ଏସ ଗଜପତି ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ବସନ୍ତ ଦାସ ଓ ଶ୍ରୀ ପ୍ରଦୀପ ନାୟକ ,ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲରାଜୁ,ଜିଲ୍ଲା ଯୁବସଭାପତି ଏସ ଲିଙ୍ଗାରାଜୁ, ଜିଲ୍ଲା ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ଥ ପରିଚ୍ଛା ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ବହୁ ଯୁବ, ଛାତ୍ର, ମହିଳା ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ଥିଲେ ଏବଂ ଏହି ପଦଯାତ୍ରାକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More