ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

21

Get real time updates directly on you device, subscribe now.

ନବରଙ୍ଗପୁର:(୧୯|୪)(ରବି ନାରାୟଣ ମହାନ୍ତି)ନିର୍ବାଚନ ବିଗୁଲ ବାଜିଲା ପରେ ସାରା ରାଜ୍ୟରେ ନେତା, ବିଭିନ୍ନ ଦଳର କର୍ମକର୍ତ୍ତା ନିର୍ବାଚନ ପ୍ରସ୍ତୁତିରେ ଜୋର ସୋରରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି lପ୍ରତ୍ୟେକ ଦଳ ନିଜ ନିଜ କର୍ମକର୍ତ୍ତା ମାନଙ୍କୁ ନେଇ କର୍ମୀ ସମ୍ମିଳନୀ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିକିଛି!ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ଦଳ ତରଫରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଧୀନରେ ଥିବା ମିକ୍ସ ଫାର୍ମ ନିକଟରେ ଥିବା ଆମ୍ବବାଡ଼ି ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା lଉକ୍ତ କର୍ମୀ ସମ୍ମିଳନୀ ରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ଉମରକୋଟ ବିଧାୟକ ପ୍ରାର୍ଥୀନୀ ନବୀନା ନାୟକ,ପୌରାଧ୍ୟକ୍ଷା ରାଧା ଭତ୍ରା,ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, କାଉଁସିଲର ତପନ ଦେବନାଥ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ନଗର ବିଜେଡି ସଭାପତି କୈଳାସ ନାୟକ, ସଲିମ ରାଠୋର, କାଳୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ରୂପେ ଯୋଗ ଦେଇଥିଲେ l ବ୍ଲକ ବିଜେଡି ସଭାପତି ମନୋଜ କୁମାର ଧଳ ସଭାଟିକୁ ପରିଚାଳନା କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More