ବିଜେଡ଼ିର ଅମଦାନୀ ନେତାଙ୍କ ଥଇଥାନ ପାଲଟିଛି କେନ୍ଦ୍ରାପଡା

84

Get real time updates directly on you device, subscribe now.

କେନ୍ଦ୍ରପଡା (ସଂଘର୍ଷ ମିଡିଆ) : – ବିଜେଡ଼ିର ଅମଦାନୀ ନେତାଙ୍କ ଥଇଥାନ ପାଲଟିଛି କେନ୍ଦ୍ରାପଡା । ଆସୁଛନ୍ତି ବାହାର ନେତା ୫ବର୍ଷ ଭିତରେ କୋଚିତ୍ ତାଙ୍କ ପାଦ ପଡେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ । ବିଜେଡ଼ି ସରକାର ସମୟରେ ନା ହୋଇଛି କେନ୍ଦ୍ରାପଡାର ବିକାଶ , ନା ହୋଇଛି ଶିଳ୍ପ କ୍ଷେତ୍ରରେ ବିକାଶ । ବେକାରୀ ଅନିଶ୍ଚିତିତା ଭିତରେ କେନ୍ଦ୍ରପଡା ଯୁବକଙ୍କ ଭାଗ୍ୟ । ବିଜେଡ଼ିରୁ ଅମଦାନୀ ହୋଇକି ଆସିଲେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି , ସ୍ଵାମୀ ସ୍ତ୍ରୀ ଝାଡାଡା ଭିତରେ କଟିଗଲା ୫ ବର୍ଷ । ହେଲେ କେନ୍ଦ୍ରାପଡାର ପ୍ରଗତୀ ସୁନ୍ । ଶୁଣାଯାଏ ବାବୁଙ୍କୁ ଏଥର ଟିକେଟ ମିଳିବନି , ବିଜେଡ଼ିର ସାଂସଦ ପ୍ରାର୍ଥୀ ଭାବେ ଶୁଣିବାକୁ ମିଳୁଛି କେନ୍ଦ୍ରାପଡା ବାସିନ୍ଦା ତଥା ଡ଼ିଏନ ରେଙ୍ଗାଲିଆ ମାଲିକ ଜଗଦୀଶ ନାୟକ ଏଥରକ ପ୍ରାର୍ଥୀ ହେଉଛନ୍ତି । । ହଁ ଦର୍ଶକ ବନ୍ଧୁ ଆପଣମାନେ ଦେଖିଥିବେ ଶ୍ରୀ ନାୟକଙ୍କ କଳାକାରନାମା । ଇଡିର ଚଢାଉ ବେଳେ ଜବତ ହେଲା କୋଟି କୋଟି ଟଙ୍କା । ବାବୁ ଶ୍ରୀ ନାୟକ ତାଙ୍କ ପାଖରୁ ଜବତ ଟଙ୍କାର ସଠିକ୍ ଜବାବ ଦେଇ ପାରିଲେନି । ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡା ପାଇଁ ନୂଆ ମୁହଁ ଖୋଜୁଛନ୍ତି କେନ୍ଦ୍ରାପଡାବାସୀ । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More