ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

27

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ବିଜେଡିର ଜନସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା କାଶୀନଗର ଏନଏସି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡ଼ି ଯୁବନେତା ଈଂ . ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ ସୁଧାରଣୀ , କାଶୀନଗର ଏନଏସି ବିଜେଡ଼ି ସଭାପତି ରୋକ୍କାମ ଚାଲାପାତି ରାଓ ,ଏନଏସି ଉପ ସଭାପତି ରଘୁରାମ ସାହୁ , ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ବସନ୍ତ ଦାସ,ଶ୍ରୀ ମରୁତ ପାଲ ଓ ପ୍ରଦୀପ ନାୟକ , ଜିଲ୍ଲା ଉପ ସଭାପତି ରୋକ୍କାମ ସତୀଶ, ସମସ୍ତ ୱାର୍ଡର କାଉନ୍ସିଲର, ବହୁ ଯୁବ, ଛାତ୍ର, ମହିଳା, ବ୍ଲକ ସଭାପତି ବହୁ ସଂଖ୍ୟାରେ ଜନ ସାଧାରଣ ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More