ବାବୁ ଅରବିନ୍ଦଙ୍କ ଅବସ୍ଥା ବାପା ବିଜୟଙ୍କ ପରି ହେବନିତ ?

105

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରପଡା ଜିଲା ରାଜନୈତିକ ଦୃଶ୍ୟ ପଟରେ ପାଟକୁରା ନିର୍ବାଚନମଣ୍ଡଳୀ ସବୁଠାରୁ ନିଆରା । ବିଜୟ ମହାପାତ୍ର ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜୟଲାଭ କରିଆସୁଥିଲେ । ୨୦୦୦ ସାଧାରଣ ନିର୍ବାଚନରେ ବିଜେଡ଼ି ସୁପ୍ରେମୋ ତାଙ୍କ ଟିକେଟ କାଟି ତାଙ୍କୁ ସ୍ଥାଣୁ କରିଦେଲେ । ବର୍ତ୍ତମାନ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସ ଆସି ଅରବିନ୍ଦ ଶଙ୍ଖ ଧରିଛନ୍ତି । ତାଙ୍କ ଅବସ୍ଥା ବାପା ବିଜୟଙ୍କ ପରି ହେବନିତ ? ଠିକ୍ ସମୟରେ ଦଳ ତାଙ୍କୁ ପଛପଟୁ ଛୁରି ମାରିବନିତ ? ଏପରି ବହୁ ଅସୁମାହିତ ପ୍ରଶ୍ନର ପାହାଡ ଉପରେ ଦଣ୍ଡାୟମାନ ହୋଇଛନ୍ତି ବାବୁ ଅରବିନ୍ଦ । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ଯୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More