ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନ ହେଲେ ଟିଏମସି ପ୍ରାର୍ଥୀ

80

Get real time updates directly on you device, subscribe now.

କୋଲକାତା(ଏଜେନ୍ସି) : ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳର ଏହି ତାଲିକାରେ ସମୁଦାୟ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରିଛି ଦଳ । ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ ଟିକେଟ ଦିଆଯାଇଛି । ତେବେ ଆକଳନ କରାଯାଉଛି କି ୟୁସୁଫ୍ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବେ । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More