ପ୍ରଥମ ଦିବସରେ ନାମାଙ୍କନ ଭରିଲେ ଭୁଜବଳ ମାଝୀ

25

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନାମାଙ୍କନ ଦାଖଲ ର ପ୍ରଥମ ଦିବସ ରେ ନାମାଙ୍କନ ଦାଖଲ କଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝି । ଭୁଜବଳ ମାଝୀ କଂଗ୍ରେସ ସମର୍ଥକ ଙ୍କ ସହ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଆଜି ତାଙ୍କର ଶୁଭ ବେଳା ଦେଖି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନ ରେ କଂଗ୍ରେସ ଦଳ ପକ୍ଷରୁ ଭୁଜବଳ ମାଝୀ ଙ୍କ ଉପରେ କଂଗ୍ରେସ ଭରଷା କରି ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଯାହା ଫଳରେ ସେ ଆଜି ନାମାଙ୍କନ ଦାଖଲ କରିଛନ୍ତି।ଦାଖଲ ପରେ ସେ ଭଲ ଫଳାଫଳ କରିବ ଏବଂ ସେ ନିଶ୍ଚଷ୍ୟ ବିଜୟ ହାସଲ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More