ପୁଣି ଧାନ ମଣ୍ଡି ତାତି, ବୋଡେ଼ନରେ ବିଜେପି ପକ୍ଷରୁ ରାସ୍ତା ରୋକ

47

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) :  ନୂଆପଡ଼ା ଜିଲା ବୋଡେ଼ନ ବ୍ଲକ ବସଷ୍ଟାଣ୍ଡ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧାନ ମଣ୍ଡିର ବିଭିନ୍ନ ସମସ୍ୟା ଯଥା ଧାନମଣ୍ଡିକୁ ଅଣ ଦେଖା, ଚାଷୀଙ୍କ ଟୋକନ ଲେପ୍ସ ଓ କଟଣୀ ଛଟନି କୁ ନେଇ ନବୀନ ସରକାରଙ୍କ ଅପାରଗତାକୁ ଭାରତୀୟ ଜନତା ପାର୍ଟି ଆଜି ପ୍ରତିବାଦ ସଭା ଓ ରାସ୍ତା ଅବରୋଧ କରିଥିଲେ l ଏହି ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁବ୍ରତ ଠାକୁର ,ବୋଡେ଼ନ ବ୍ଲକ ସଭାପତି ଶ୍ରୀଯୁକ୍ତ ଗୌରୀ ଶଙ୍କର ନାଗ, ଶ୍ରୀଯୁକ୍ତ ଅତୀନ୍ଦ୍ର ସିଂ,ବିଜେପି ଜିଲ୍ଲା ସଧାରଣ ସଂମ୍ପାଦକ ନେତ୍ରl  ନନ୍ଦ ମନହୀରା ଓ ବୋଡେ଼ନ ବ୍ଲକ ଦଲିତ ଅଧିକାର ମଂଚ ସଭାପତି ଶ୍ରୀଯୁକ୍ତ ବେଣୁଧର ଜଗତ, ଶ୍ରିଯୁକ୍ତ ଅନ୍ତ ରାମ ଚିନ୍ଦା ଓ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହି ପ୍ରତିବାଦ ସଭାକୁ ସାଫଲ୍ୟ କରିଥିଲେ l ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ  ସଙ୍ଗର୍ଷ ମିଡିଆ  l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More