ପୁଣି କେନ୍ଦ୍ରରେ ମୋଦୀ ସରକାର

33

Get real time updates directly on you device, subscribe now.

ଭୁବନେଶ୍ୱର (ସଂଘର୍ଷ ମିଡିଆ) : – ସାରା ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ବିଭିନ୍ନ ସଂସ୍ଥା ନିଜର ଜନମତ ସର୍ବେକ୍ଷଣ ପ୍ରକାଶ କରିଛନ୍ତି । ଏଥିରେ ସାରା ଦେଶରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଛି ।ପିଏମ୍‌ ଏଆର୍‌କ୍ୟୁର ସର୍ବେକ୍ଷଣ ଅନୁସାରେ କେନ୍ଦ୍ରରେ ମୋଦୀ ପୁଣି ସରକାର କରିବେ । ବିଜେପି ଏବଂ ଏନ୍‌ଡିଏ ୩୫୯ ଟି ଆସନ କଂଗ୍ରେସର ଇଣ୍ଡିଆ ମେଣ୍ଟ ୧୫୪ ଏବଂ ଅନ୍ୟମାନେ ୩୦ଟି ଆସନରେ ବିଜୟ ଲାଭ କରିବେ ବୋଲି ଏଥିରେ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More