ପୁଣି ଓଡିଶାରେ ବିଜେଡ଼ି ସରକାର

44

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ) – ସାରା ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହାପରେ ବିଭିନ୍ନ ସଂସ୍ଥା ନିଜର ଜନମତ ସର୍ବେକ୍ଷଣ ପ୍ରକାଶ କରିଛନ୍ତି । ଏଥିରେ ସାରା ଦେଶରେ ଏନ୍‌ଡିଏ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଛି । ଓଡ଼଼ିଶାରେ ଜୋରଦାର ଲଢେଇ ହୋଇଛି ।ବିଜେଡି ଏବଂ ବିଜେପି ମଧ୍ୟରେ କଡ୍ଡା ଟକ୍କର ହୋଇଛି । ତେବେ ବିଜେଡି ସରକାର ଗଠନ କରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ୍‌ପୋଲ୍‌ରେ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More