ଗଜପତି(ସଂଘର୍ଷ ମିଡିଆ) : – ଆଜି ନୂତନ ବର୍ଷ ଉପଲକ୍ଷେ ରାମନଗର ହାଇଟେକ ପ୍ଲାଜ଼ା ଠାରେ ମାନ୍ୟବର ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଜୁ ଜନତା ଦଳର ସମସ୍ତ ନେତା,ବରିଷ୍ଠ ନେତା,ସଭାପତି,ଅଧକ୍ଷ, ଅଧକ୍ଷା, ସରପଞ୍ଚ ସମିତି ବିଯୁଜନତା ଦଳର କର୍ମୀ ଓ ପ୍ରେମୀ ଯୋଗଦେଇଥିଲେ l ଏଥିରେ ବିଧାୟକ ଯୋଗଦେଇଥିବା ସମସ୍ତ ବିଜୁ ପ୍ରେମୀ ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ସହ ଶୁଭକାମନା ଜଣେଇଛନ୍ତି l