ନବରଙ୍ଗପୁର( ସଂଘର୍ଷ ନିଆଦିଆ) ; – ନବରଙ୍ଗପୁର ନଗର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ତୃପ୍ତି କନଫରନସ ହଲ ଠାରେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ୰ ମହେଶ୍ବର ମହାନ୍ତି ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦୁଇ ମିନିଟ ନୀରବ ପ୍ରାଥନା ପରେ ନଗର ସଭାପତି ପ୍ରମୋଦ ରଥ ଙ୍କ ସଭାପତିତ୍ବରେ ଜିଲ୍ଲା ସାଧାରଣ ସଂପାଦକ ଆଷିଶ ପଟ୍ଟନାୟକ, ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ,ସରୋଜ ପାତ୍ର,ସଂପାଦକ ପୂର୍ଣ ଚଦ୍ର ମହାପାତ୍ର, ସିରାଉଜିଦିନ ଅହମ୍ମଦ, ପିଣ୍ଟୁ ମିଶ୍ର, ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଶ୍ରମତୀ ମଞୁଳା ମାଝୀ, କୌଶଲ୍ଯା ପ୍ରଧାନୀ ସ୍ମୃତିଚାରଣ କରିଥଲେ । ଏହାପରେ ମାନ୍ଯବର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଅମର ଆତ୍ମାର ସଦଗତି କାମନା ସହ ପରିବାର କୁ ଭଗବାନ ସାହସ ପ୍ରଦାନ କରନ୍ତୁ ବୋଲି ଶୋକ ବାର୍ତ୍ତା ରେ ପ୍ରକାଶ କରିଥିଲେ ।ଅନ୍ଯ ମାନଙ୍କ ମଧ୍ଯରେପୌର ଉପାଧକ୍ଷା ସୌମ୍ୟା ମହାପାତ୍ର, କାଉନସିଲର ଗୀତାଞ୍ଜଳି ଯାଦବ,ସନ୍ତୋଷି ଯାନି, ପି.କେଶବ ରାଜୁ ,ଅଲେଖ ସୌରା ,ଭୀମ ହରିଜନ,କୁନା ପଣ୍ଡା, କୁନା ପାଢି, ଉତ୍ତମ ତ୍ରିପାଠୀ, ରାଜାରେଡି, କାମିନୀ ପାଢି, ସୁମିତ ପାଳ,ଅବିନାଶ ମହାପାତ୍ର,ନିହାର ବିଷୋୟୀ,ଜଗନ୍ନାଥ ବାଘ,ନନ୍ଦ ନାୟକ,ରମା ମହାନ୍ତି,ମଧୁସୁଦନ ସାହୁ, ପିଣ୍ଟୁ ଲେଙ୍କା,ସଞୟ ନାୟକ,ଲାଲୁ ତ୍ରିପାଠୀ, ଦିପଚାଦ ଜୈନ,ବାବୁଲା ବାବୁ ଏବଂ ବାଲାଜୀ ବାବୁ ପ୍ରମୁଖ ଊପସ୍ଥିତ ଥଲେ l ଶେଷରେ ରାଜ୍ଯ ଛାତ୍ର କାର୍ଯ୍ୟକାରିଣୀ ସଭାପତି ଦିଲୁ ପଣ୍ଡା ଧନ୍ଯବାଦ ପ୍ରଦାନ କରିଥଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Prev Post
Next Post