ଦରଦାମ ବୃଦ୍ଧିକୁ ନେଇ ଭୁବନେଶ୍ୱର ପିଏମଜି ଛକ ଠାରେ ଓଡିଶା ସରକାର ବିରୋଧରେ ବିଜେଡ଼ିର ବିଶାଳ ପ୍ରତିବାଦ ସଭା

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଦରଦାମ ବୃଦ୍ଧିକୁ ନେଇ ଭୁବନେଶ୍ୱର ପିଏମଜି ଛକ ଠାରେ ଓଡିଶା ସରକାର ବିରୋଧରେ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି,ଏହି ପ୍ରତିବାଦ ସଭାଯାତ୍ରା ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ନେତୃତ୍ୱ ରେ ଗଜପତି ଜିଲ୍ଲା ବିଜେଡ଼ି ନେତା କର୍ମୀ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More