ତେଲେଙ୍ଗାନାରେ ରାଜନୈତିକ ସମୀକରଣର ପରିବର୍ତ୍ତନ, କଂଗ୍ରେସ ଆଗୁଆ

39

Get real time updates directly on you device, subscribe now.

ତେଲେଙ୍ଗାନା (ଏଜେନ୍ସି) : ତେଲେଙ୍ଗାନାରେ ରାଜନୈତିକ ସମୀକରଣ ପରିବର୍ତ୍ତନ ହେବା ନେଇ ସୂଚନା ମିଳୁଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତିର ସୂଚନା ଅନୁଯାୟୀ ଭାରତ ରାଷ୍ଟ୍ର ସମିତି – ବିଆରସ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୩ଟି ଆସନରେ ଆଗୁଆ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More