ଟିକେଟ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଯାଇ ପ୍ରଚାର ଆରମ୍ଭ କରିଛନ୍ତି ଉମାକାନ୍ତ ସାମନ୍ତରାୟ

100

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଟିକେଟ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳି ଯାଇ ପ୍ରଚାର ଆରମ୍ଭ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । କୃଷ୍ଣପ୍ରସାଦ ବ୍ଲକରୁ ପ୍ରଥମ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଧାୟକ । ନିଜ ସମର୍ଥକମାନଙ୍କୁ ନେଇ ପାଇକେରା ପୁର ଛକ ଠାରୁ ଚିଲିକା ନୂଆପଡା ପର୍ଯ୍ୟନ୍ତ ବିଶାଳ ବାଇକ ରାଲି କରି ଶକ୍ତି ପଦର୍ଶନ କରିଛନ୍ତି ଉମାକାନ୍ତ । ହଜାର ହଜାର କର୍ମୀଙ୍କୁ ନେଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଉମାକାନ୍ତ ସାମନ୍ତରାୟ । ଗତଥର ବ୍ରହ୍ମଗିରିରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଦାସବର୍ମାଙ୍କୁ ଏଥର ସତ୍ୟବାଦୀରୁ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରିଛି ବିଜେଡି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More