ଘଷିପୁରାରୁ ହାରିଗଲେ ସୌମ୍ୟ, ଜିତିଲେ ବଦ୍ରି

5

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) : ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମସ୍ତ ୨୨ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ଵନ୍ଦ୍ଵୀ ସ୍ଵାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ୧୩୭୫୧ ଭୋଟ୍‌ରେ ପରାସ୍ତ କରି ଘଷିପୁରା ଆସନ ଆତେଇଛନ୍ତି ବଦ୍ରି ପାତ୍ର। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More