ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

136

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – କେରାଣ୍ଡି ପଂଚୟତ ଗଜପତି ଜିଲ୍ଲା, ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାଯତର ପୁରୁଣା କେରାଣ୍ଡି ଗ୍ରାମ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ଘରେ ଘରେ ଶଙ୍ଖ ପ୍ରଚାର କରିବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର ଲଗାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ BYJD ଯୁବ ଉପସଭାପତି ଇଂ ରୁପେଶ ପାଣିଗ୍ରାହୀଙ୍କ ସହ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ବିରରାଜୁ, ଏସ. ବାଲରାଜୁ, ସରପଞ୍ଚ y ଦଣ୍ଡ ପାଣିସମିତି D ଧର୍ମ। ୱାର୍ଡ ସଭ୍ୟ ସୋରାଜ ଜେନା ଓ ସ୍ଥାନୀୟ ନେତା ଓ ସ୍ଥାନୀୟ ବିଜେଡ଼ି ପ୍ରେମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More