କଟକ ଜିଲ୍ଲାର ଲୋକସଭା ସ୍ୱଧୀନ ପ୍ରାର୍ଥୀ ଭାବେ ପ୍ରାଥୀ ପତ୍ର ଦାଖଲ କଲେ ନିରଞ୍ଜନ ପତି

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ବଡମ୍ବା ନିର୍ବାଚନ ମଣ୍ଡଳୀ ମାଣିଆବନ୍ଧ ଅଞ୍ଚଳର ଅଟନ୍ତି ସାମାଜିକ କର୍ମୀ ଭାବେ ବେସେ ପରିଚିତ ଦୃନୀତି ବିରୋଧ ରେ ବାରମ୍ବାର ଶ୍ୱର ଉଠାଇ ଲୋକ ଲୋଚନ କୁ ଆଣୁଥି ଲେ ସେ ବଡମ୍ବା ର ଚୀନକଳ ଓ ନୂଆପାଟଣା ଜଗନ୍ନାଥ ସୂତାମିଲି ଆଠଗଡ ଶୀତଳ ଭଣ୍ଡାର ପାଇଁ ହଉ ଶ୍ଵରଉଠାଇ ଲୋକ ଲୋଚନ କୁ ଆଣୁଥିଲେ ତାଙ୍କର ଲୋକ ପ୍ରିୟତା ବେଶ ଜଣା ଶୁଣା ଓ ପୂର୍ଵ ତନ ଶିକ୍ଷକ ମଧ୍ୟ ଥିଲେ ସେ ଜନ ସାଧାରଣ ସହିତ ପ୍ରତେକ୍ଷ କ୍ଷେତ୍ରରେ ଅଛନ୍ତି ମଧ୍ୟ ଆଜି ସେ ହଜାର ହଜାର ସମର୍ଥନ ଙ୍କୁ ଧରି ଏକ ବିରାଟ ପାଟୁ ଆରରେ କଟକ ଜିଲ୍ଲାପାଳଙ୍କ କାଯ୍ୟଳୟକୁ ଯାଇ ବିଧିବଦ୍ଧ ଭାବେ ନିଜର ସ୍ୱଧୀନ ଭାବେ ପ୍ରାଥୀ ପତ୍ର ଦାଖଲ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More