ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ: ମନମୋହନ ସାମଲ

103

Get real time updates directly on you device, subscribe now.

ଭୁବନଶ୍ଵର(ସଂଘର୍ଷ ମିଡିଆ) : – ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ଏନେଇ ଟ୍ୱିଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ । ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭାରେ ଏକା ଲଢ଼ିବୁ କହିଲେ ମନମୋହନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More