ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡା,ନବରଙ୍ଗପୁରର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ ମହା ସମାରୋହରେ ସରକାରୀ ଉଚ୍ଚ ବିଦ୍ୟାଳୟ,କୋଷାଗୁମୁଡ଼ାପରିସରରେ ପାଳିତ ହୋଇଯାଇଛି
Read More...

ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଦମ ଦେଖାଇଲେ ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ

ପୁରୀ(ସଂଘର୍ଷ ମିଡିଆ) :- ସେଭ ପୁରୀ ନେଇ ଆଜି ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଦମ ଦେଖାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ l ଶ୍ରୀ ସିଂହାରୀ ଆଜି ଅପରାହ୍ନରେ ବିଶାଳ ବାଇକ ଶୋଭାଯାତ୍ରାରେ ସଦର ନିର୍ବାଚନ ମଣ୍ଡଳୀ ପରିକ୍ରମା କରିଛନ୍ତି l ପ୍ରାୟ ଏକ ହଜାର କର୍ମୀ ବାଇକ
Read More...

ପୁରୀ ଗସ୍ତରେ ଆସି ମହାପ୍ରଭୂଙ୍କୁ ଦର୍ଶନ କଲେ ଅନନ୍ତ ଅମ୍ବାନୀ

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ଗସ୍ତରେ ଆସି ଅନନ୍ତ ଅମ୍ବାନୀ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ନିଜର ବିବାହ ପୁର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରୀ ମନ୍ଦିର ଆସିଥିଲେ। ତେବେ ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତି 10 ଟା 30ରେ ପୁରୀରେ ପହଞ୍ଚି ଥିଲେ। ପରେ
Read More...

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଲା ରଥ ଦଉଡି

ପୁରୀ(ସଂଘର୍ଷ ମିଡିଆ) : - ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି। ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର
Read More...

ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପ୍ରସିଦ୍ଧ ସାହିଯାତ

ପୁରୀ(ସଂଘର୍ଷ ମିଡିଆ) : - ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସାହିଯାତ। ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ସାହିଯାତର ପରିବେଷଣ ହେଉଚି। ପାରମ୍ପରିକ ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ମାଟି। ସାହିଯାତରେ ରାମଲୀଳା ସହ ଶ୍ରୀକ୍ଷେତ୍ରର ପରମ୍ପରା
Read More...

ପବିତ୍ର ଗୁରୁବାରରେ ସୁଦଶା ବ୍ରତ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଆଜି ଦିନଟି ପବିତ୍ର ଗୁରୁବାର ସୁଦଶା ବ୍ରତ ପଡିଥିବାରୁ ସାରା ରାଜ୍ୟରେ ମା ମାନେ ଏଇ ବ୍ରତ ପାଳନ କରି ଥାଆନ୍ତି l ଆଜି ପ୍ରାତଃ ରୁ ଉଠି ମା ମାନେ ନିଜ ନିଜର ନିତ୍ୟକର୍ମ ସମାପନ ସାରି ସ୍ନାନ ସାରି ବୃନ୍ଦାବତୀ ଚଉରା ମୂଳେ ସଫାସୁତୁରା କରି ଝୋଟି ଚିତା ପକାଇ
Read More...

ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫ୍ରେଣ୍ଡସ୍ କଲୋନୀ ତୃତୀୟ ଗଳି ଠାରେ ଥିବା ନବ ଜୀବନ ସଙ୍ଘ ଗଜପତି ଶାଖା ପକ୍ଷରୁ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ସମ୍ବଲପୁରରୁ ଆସିଥିବା ବିଶିଷ୍ଟ ମାନସ
Read More...

କେନ୍ଦ୍ରାପଡା ନିର୍ବାଚନ କ୍ଷେତ୍ରରେ ଛିଡ଼ୁନି ଟିକେଟ ଅଙ୍କ

କେନ୍ଦ୍ରପଡା(ସଂଘର୍ଷ ମିଡିଆ) : - କେନ୍ଦ୍ରାପଡା ନିର୍ବାଚନ କ୍ଷେତ୍ରରେ ଘଡିକେ ଘୋଡା ଛୁଟୁଛି । ଦଳ ଅଦଳ ବଦଳ ପ୍ରକ୍ରିୟା ଚାଲିଛି । କେନ୍ଦ୍ରାପଡା ଆସନ ପାଇଁ ବିଧାୟକ ଶଶିଭୂଷଣ ବେହେରା ଏକପ୍ରକାର ଆଶାୟୀ ଥିବାବେଳେ , ଗଣେଶ୍ଵର ବେହେରା କଙ୍ଗ୍ରେସ୍ ଛାଡି ବିଜେଡ଼ିରେ ମିଶିଛନ୍ତି । ସେ ମଧ୍ୟ
Read More...

ଶ୍ରୀ ରାମ ନବମୀ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ଶ୍ରୀ ରାମ ନବମୀ ଉପଲକ୍ଷେ ଡାବୁଗାଁ ଗ୍ରାମବାସୀ ମାନଙ୍କ ତରଫରୁ ମା ତାରେଣୀ ମନ୍ଦିର ଛକ ନିକଟରେ ଅନ୍ନ ପ୍ରସାଦ ସେବନ କରୁଛନ୍ତି ଶ୍ରଦ୍ଧାଳୁ ଗ୍ରାମବାସୀ ଓ ପଥଚାରୀ ବୃନ୍ଦ l ଅନ୍ନ ପ୍ରସାଦ ସେବନ କରିବାରେ ସହଯୋଗ କରୁଛନ୍ତି,ଜୀ ମୋହନ ରାଓ(ଚେନା ବାବୁ), ସପନ
Read More...

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ତିରୋଧାନ ଦିବସ ପାଳିତ

ନବରଙ୍ଗପୁର(ସଂଘର୍ଷ ମିଡିଆ) : - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀ ଜଗନ୍ନାଥ ମନ୍ଦିର ସାମନାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସତେଇଶି ତମ ତିରୋଧାନ ଦିବସ ବିଜେଡିକର୍ମୀ ବୃନ୍ଦ ଙ୍କ ଦ୍ୱାରା ବେଶ୍ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି l ଏହି ଅବସରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର
Read More...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More