ମା ବାଲିହରଚଣ୍ଡୀଙ୍କ ରଜ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବ୍ରହ୍ମଗିରିର ଅଧିଷ୍ଠାତ୍ରୀ ଦେବୀ ମା ବାଲିହରଚଣ୍ଡୀଙ୍କ ରଜ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକରେ ଯୋଗ ଦେଇଛନ୍ତି ଅଧ୍ୟକ୍ଷl, ଜିଲ୍ଲା ପରିଷଦ ପୁରୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ l ଉପଜିଲ୍ଲାପାଳ ଭାବତରଣ ସାହୁ, ବ୍ରହ୍ମଗିରି ମଣ୍ଡଳ ଉନ୍ନୟନ ଅଧିକାରୀ, ବ୍ରହ୍ମଗିରି ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଥାନା ଅଧିକାରୀ, ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା, ପଲଙ୍କ, ଆମପଡ଼ା, ରେବଣା ନୂଆଗାଁ ତିନି ପଞ୍ଚାୟତର ସରପଞ୍ଚ , ସରପଞ୍ଚଙ୍କ ପ୍ରତିନିଧି ଓ ସମିତି ସଭ୍ୟ, ସେବାୟତ ନିଯୋଗ ଓ ଗ୍ରାମ୍ୟ କମିଟି ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More