ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

13

Get real time updates directly on you device, subscribe now.

ସୁନ୍ଦରଗଡ(ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ସରସ୍ବତୀ ବିଦ୍ୟାମନ୍ଦିର ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ନ ଜୟନ୍ତୀ ପାଳନ କରାଗଲା l ଏହି କାର୍ଯ୍ୟକ୍ରମରେ ଅଧକ୍ଷ୍ୟ ପଦ୍ମନାଭ ସାମଲଙ୍କ ସହ ପୌରପାଳିକା ଶ୍ରୀ ମାଧୁରୀ ଲୁଗୁନ ନିଶିକାନ୍ତ ମିଶ୍ର ଏବଂ ସାମିଲ ଥିବା ଅତିଥି ଙ୍କ ଦ୍ୱାରା ଦୀପପ୍ରଜ୍ଵଲନ କରାଯାଇଥିଲା l ମଧୁ ବାବୁଙ୍କ 176 ତମ ଜନ୍ମଦିବସ ଉପଲକ୍ଷେ ତାଙ୍କ ଜୀବନୀ କଥା ଉପରେ ଭାଷଣ ମାଧ୍ୟ୍ୟମରେ ଭିନ୍ନ ଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦିଆ ଯାଇଥିଲା l ଏବଂ ସ୍କୁଲ ଛାତ୍ର ଛାତ୍ରୀ ଦେଶଭକ୍ତି ଗୀତ ନାଚ ମାଧ୍ୟ୍ୟମରେ ଅତିଥିଙ୍କ ମନମୁଗ୍ଧ କରିଥିଲେ l ଶେଷରେ ଶିକ୍ଷକ ତଥା କବି ନିଶିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More