ୱେବ ସାମ୍ବାଦିକ ମାନଙ୍କ ଏକତା ବୈଠକ ଅନୁଷ୍ଠିତ

11

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମର ଫଳ ବଗିଚା ପାଖରେ ଆଜି ନୂଆପଡା ଜିଲ୍ଲା ୱେବ ରିପୋଟର ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା l ପ୍ରତେକ ଜିଲ୍ଲାରେ ୱେବ ସଂଘ ହୋଇଯାଇଛି ସେଥିପାଇଁ ନୂଆପଡା ଜିଲ୍ଲା ବାଦ ପଡ଼ିଥିବାରୁ ନୂଆପଡା ଜିଲ୍ଲା ରେ ୱେବ ସାମ୍ବାଦିକ ମାନଙ୍କୁ ଜିଲ୍ଲା ପ୍ରଶାସନ ଏବଂ ସେଟେଲାଇଟ ଚେନେଲ ର ସମସ୍ତ ରିପୋଟର ଅଣଦେଖା କରୁଥିବାଦେଖି ଏକ ବୈଠକ ହୋଇଥିଲା l ଏହି ବୈଠକରେ ଦେବାନନ୍ଦ ତାଣ୍ଡି, ମନୋଜ ସଗରିଆ, ଯୁଗଳ ମହାନନ୍ଦ, ହେରାମ୍ବ ବାଗ ଜଗନ୍ନାଥ ସାଗର ,ଶାମ୍ବ ସରାଫ, ମିନିକେତନ ନାଏକ, କୀର୍ତି ନାଗ, ଵାପିନା ସାହୁ ସମେତ ବୈଠକରେ ଜିଲ୍ଲା ର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ l ନୂଆପଡ଼ା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More