ୱାଇସିଡିଏ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ

7

Get real time updates directly on you device, subscribe now.

ବୌଦ୍ଧ (ସଂଘର୍ଷ ମିଡିଆ ) : ବୌଦ୍ଧ ଏନଏସିର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ୱାଇସିଡିଏ ପକ୍ଷରୁ ଏକ ଦିନିକିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ରାହୁଲ ପ୍ରଧାନ, ଶିଶୁମଙ୍ଗଳ ସମିତି ର ଅଧ୍ୟକ୍ଷ , ଶ୍ରୀ ସାକ୍ଷୀ ଗୋପାଳ ପ୍ରଧାନ ଏବଂ ଜନ ଶିକ୍ଷା ସଂସ୍ଥାନ ର ଅଧ୍ୟକ୍ଷ , ଅରୁଣ କୁମାର ପ୍ରଧାନ, ମିସ ଶୁଭ୍ରାତା ଜେନା, କାର୍ଯ୍ୟକ୍ରମ ଅଧିକାରିଣୀ, ୱାଇ. ସି. ଡି. ଏ ପ୍ରମୁଖ ଯୋଗ ଦେଇଥିଲେI ଏହି ତାଲିମ କାର୍ଯ୍ୟକ୍ରମଟିକୁ ୱାଇ. ସି. ଡି. ଏ. ର ମିସ ବବିନା ନାଏକ ପରିଚାଳନା କରିଥିଲେ I ବୌଦ୍ଧ ଜିଲ୍ଲାର ଯେତେ ପିତାମାତା ଅଛନ୍ତି ଯେଉଁମାନେ ଯତ୍ନ ଏବଂ ସୁରକ୍ଷାରେ ଥାନ୍ତି ସେମାଙ୍କର 18 ବର୍ଷ ପୁରିବI ପରେ ସଠିକ ଭବିଷ୍ୟତ ଚିହ୍ନଟ କରିବା ଏବଂ କିଭଳି ଭାବରେ ସେଥିରେ ଆଗକୁ ବଢ଼ିବା I ସରକାରଙ୍କର ବିଭିନ୍ନ ସ୍କିମ ଗୁଡିକର ଆଲୋଚନା କରାଯIଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More