୮ ବର୍ଷ ପରେ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ

12

Get real time updates directly on you device, subscribe now.

ଭୁବନେଶ୍ବର( ସଂଘର୍ଷ ମିଡିଆ) : ଦୀର୍ଘ ୮ ବର୍ଷ ଲୁଚା ଛପା ଖେଳ ପରେ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଛି ଭିଜିଲାନ୍ସ। ପ୍ରାପ୍ତ ସୂଚନାନୁଯାୟୀ , ରମେଶଙ୍କ ନାଁରେ ରହିଛି ୭ଟି ଦୁର୍ନୀତି ମାମଲା । ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯାଇ ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More