୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ୧୯୩୬ ମସିହାରେ ଓଡିଶା ଉତ୍କଳ ପ୍ରଦେଶ ଭାବେ ନାମ ପାଇଥିଲା ।ତା ସହିତ ଓଡିଶା ପୋଲିସର ମଧ୍ୟ ପ୍ରତିଷ୍ଠା ହୋଇଥିଲା ।ସେଥିପାଇଁ ଆଜି ନବରଙ୍ଗପୁର ପୋଲିସ ତାର ୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସବୁ ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ଓ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଏ ।ଆଜି ନବରଙ୍ଗପୁର ରିଜର୍ଭ ପୋଲିସ ପଡିଆ ଠାରେ ପ୍ୟାରେଡ଼ କରିବା ସହ ଏହି ଦିବସ ପାଲନ କରାଯାଇଛି ।ଓଡିଶା ପୋଲିସର କର୍ତ୍ତବ୍ୟ ରହିଛି ଆଇନ ଶୃଙ୍ଖଳା, ନିଜର ,କର୍ତ୍ତବ୍ୟ କରିବା, ଜନସାଧାରଣଙ୍କ ରକ୍ଷା କରିବା ଓ ଦୁଷ୍କର୍ମ ଠାରୁ ଲୋକଙ୍କୁ ରକ୍ଷା କରିବା ।ଯେଉଁ ପୋଲିସ ଭାଇମାନେ କାର୍ଯ୍ୟ କରିବା ସମୟରେ ସହିଦ ହୋଇଛନ୍ତି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜନସାଧାରଣଙ୍କ ସହ ମିଶି ନିଜର କାର୍ଯ୍ୟ କରୁବାକୁ ଓଡିଶା ପୋଲିସକୁ ପରାମର୍ଶ ଦେଇଥିଲେ ନବରଙ୍ଗପୁର ଏସପି ଏସ ଶ୍ରୁଶ୍ରୀ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନେ ଯୋଗଦେବା ସହ ପୋଲିସ ମାନେ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More