ଭୁବନେଶ୍ଵର ( ସଂଘର୍ଷ ମିଡିଆ) : ଉତ୍ତର ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଆସନ୍ତା ଜୁନ ୮ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାକୁ ମୌସୁମି ମୁହଁ। କରାଇବାରେ ଏହା ସହାୟକ ହୋଇପାରେ। ତେବେ ଓଡ଼ିଶାକୁ ଜୁନ ୯ରୁ ୧୧ ଭିତରେ ମୌସୁମି ପ୍ରବେଶ କରିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ ଡ଼ିମ୍ଡ଼ ଟୁବି ୟୁନିଭର୍ସିଟି ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ପକ୍ଷରୁ ଆକଳନ କରାଯାଇଛି।