୭୨ତମ ବନ ମହୋତ୍ସବ ପାଳିତ

25

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : ସପ୍ରାହ ବ୍ୟାପି ଚାଲିଥିବା ୭୨ତମ ବନମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଳକର କେଗାଁରେଞ୍ଜ, ଉତ୍ତର ବନଖଣ୍ଡ ତରଫରୁ ଗରଗାଭ ବନସେକ୍ସନର ବାତିଲ ମୁଣ୍ଡା ଗ୍ରାମଠାରେ ବନ ମହୋତ୍ସବ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଋପରେ ପଲନା ଗ୍ରାମପଞ୍ଚାୟତର ସରପଞ୍ଚ ଦୁର୍ଗା ବାଗ ଯୋଗଦେଇ ବୃକ୍ଷରୋପଣ କରିବା ସହ ସମସ୍ତ ପଞ୍ଚାୟତବାସୀଙ୍କୁ ଅନୁରୋଧ କରିଥିଲେ। ପରିବେଶକୁ ବଞ୍ଚାଇଲେ ଆମେ ବଞ୍ଚିବା । ବୃକ୍ଷ ହିଁ ଆମ ଜୀବନ ଏଣୁ ବହୁମାତ୍ରାରେ ବୃକ୍ଷ ଲଗାଇ ଆମ ଅଞ୍ଚଳକୁ ସବୁଜ ସୁନ୍ଦର କରି ଗଢ଼ିତୋଲିବା, କାର୍ଯ୍ୟକ୍ରମଟିକୁଆୟୋଜନ ଓ ପରିଚାଳନା କରିଥିଲେ। ଫରେଷ୍ଟରରୁନ୍ଦ୍ର ପ୍ରସାଦ ଗହିର,ସହଯୋଗ କରିଥିଲେ। ଫରେଷ୍ଟ ଗାଡ଼, ରମେଶ ବିଶି, ଶ୍ରୀମତୀ ରସ ପଟେଲ, ସୁଶିଲ ମହାନନ୍ଦ, ପୋପାଳକୃଷ୍ଣ ପୁଝାରୀ ପ୍ରମୁଖ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଳକ୍ ରୁ ପ୍ରଦୀପ ରଣାଙ୍କ ସହ ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More