୬୨ତମ ସାୟତ ଶାସନ ଦିଵସ ପାଳିତ, ଵହୁଵିଧ ପ୍ରକଳ୍ପ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ

16

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : ମୟୂରଭଞ୍ଜ ଜିଲ୍ଲାର ୧୯୬୨ ମସିହାରେ ସ୍ଥାପିତ ୧୫ଟି ୱାର୍ଡକୁ ନେଇ ଗଠିତ ରାଇରଙ୍ଗପୁର ଏନଏସି ଏବଂ ପରେ ପୋର ପାଳିକା ହୋଇ ଥିବା ରାଇରଙ୍ଗପୁର ପୌରପାଳିକା ତରଫରୁ ୬୨ତମ ସାୟତ ଶାସନ ଦିଵସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ମହାସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଶିଶୁ ଵିକାଶ ମନ୍ତ୍ରୀ ଶ୍ରୀମତୀ ଵାସ୍ନତି ହେମ୍ରମ, ସନ୍ମାନିୟ ଅତିଥି ରାଜ୍ୟସଭା ସାସଦ ମମତା ମହାନ୍ତ, ଅନ୍ୟତମ ଅତିଥି ରାଇରଙ୍ଗପୁର ଵିଧାୟକ ନଵଚରଣ ମାଝୀ, ଅନ୍ୟତମ ଅତିଥି ମୋରଡ଼ା ଵିଧାୟକ ରାଜକିଶୋର ଦାସ, ଅନ୍ୟ ତମ ଅତିଥି ଵାମନଘାଟି ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ସରୋଜ କୁମାର ଦାସ, ରାଇରଙ୍ଗପୁର ପୋର ଅଧୌ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷ ମମିତା ଚୌଧୁରୀ, ରାଇରଙ୍ଗପୁର ପୌର ଅଧିକାରୀ ଶ୍ରୀ ଯୁକ୍ତ ଧମେଦ୍ର ଶତପଥୀ,ପୌର କାଉନସିଲର ଵୃଦ ଯୋଗ ଦେଇଥିଲେ।ରାଇରଙ୍ଗପୁରର ସରବା ଗିନ ଵିକାଶ ପାଇଁ ଦଳମତ ନିରଵି ଶେଷରେ ପ୍ରଶାସନ ଜନସାଧାରଣ ସହଯୋଗ କରିବା ପାଇଁ ଅତିଥି ଗଣ କହିଥିଲେ।ରାଇରଙ୍ଗପୁର ପୌର ପାଳିକା ତରଫରୁ ନଵନିର୍ମିତ ନୂତନ ଗୃହ, ଶହୀଦ ଵିର୍ଶାମୁଡ଼୍ଡ ପାର୍କ, ଆଦଶ୍ ଶ୍ମଶାନ ଘାଟ, କଠିନ ବଯ୍ୟ ଵସ୍ତୁ ପରିଚାଳନା କେନ୍ଦ୍ର ଏବଂ ଵାସହିନ ମାନଙ୍କୁ ଆଶୟ ସ୍ଥଳି ଅତିଥି ମାନଙ୍କ ଦୌରା ଲୋକା୍ପିତ ହୋଇ ଥିଲା।ରାଇରଙ୍ଗପୁର ପୌରପାଳିକାରେ ଵିକାଶର ପଦଚିହ୍ନ ପଡ଼ିଛି।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଙ ସହାୟିକା ସଦସ୍ୟ ମାନେ ଯୋଗ ଦେଇଥିଲେ।ରାଇରଙ୍ଗପୁର ପିସିଏମ ଭଵନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥି ଗଣ ସାୟତ ଶାସନ ଦିଵସ ଉଦ୍ଦେଶ୍ୟରେ ମତାମତ ରଖି ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More