୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

9

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଖବର ପାଇଁ ବାଲିଗୁଡା ରୁ ଭୂବନେଶ୍ଵର ଚଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ 30 କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପୁଲିସ ଜଣ କୁ ଗରିଫ କରିବାରେ ସଫଳତା ହାସଲ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ ବାଲିଗୁଡା ଥାନା ଗେବାପଦର ଗ୍ରାମ ର ଜିତେନ୍ଦ୍ର ଦିଗାଲ । ସୂଚନା ଅନୁସାରେ ଏକ କାର ଯୋଗେ ଗଞେଇ ଚଲାଣ ହେଉଥିବା ସୂଚନା ପାଇ ପୋଲିସ ପକ୍ଷରୁ ଚଢାଉ କରିଥିଲେ । ପବିଙ୍ଗିଆ ଛକ ଠାରେ କାର୍ ଓଆର 02 ବିସିସି 2221 ନମ୍ବର କାର୍ କୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞେଇ 30 କିଲୋ 400 ଗ୍ରାମ ପରିମାଣ ଜବତ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି ଫିରିଙ୍ଗିଆ ପୋଲିସ । ଏହା ବାଲିଗୁଡା ରୁ ଭୂବନେଶ୍ଵର ଚଲାଣ କରାଯାଉଥିବା ପୁଲିସ ପକ୍ଷରୁ ସୂଚନା । ଏହି ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ କେସ ନମ୍ବର 56/2022 ରେ ଏକ ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More