୩୦ କିଲୋ ଗଞ୍ଜେଇ ଜବତ , ୨ ଗିରଫ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଅବକାରୀ ଉପନିରୀକ୍ଷକା ସ୍ଵୟଂ ପ୍ରଜ୍ଞା ଶୁଭଦର୍ଶୀନୀଙ୍କ ନେତୃତ୍ୱରେ ଏକ ଟିମ ଚନ୍ଦନପୁର ଥାନା ଅଧୀନରେ ଥିବା ତୁଳସୀ ଚଉରା ଛକ ଅଂଚଳରେ ଚଢ଼ାଉକରି ,ଆସାମୀ – 1-ଦିଲ୍ଲୀପ ଦିଗାଲ,ବୟସ – 34ବର୍ଷ ,2-ସିମନ୍ ଦିଗଲ, ଗ୍ରାମ- ସିନ୍ଦିପାଙ୍ଗ ଥାନା – ବାଲିଗୁଡାଙ୍କୁ ଗିରଫ କରି ତାଙ୍କ ଠାରୁ 30 କିଲୋ ଗଞ୍ଜେଇ ଜବତ କରାଗଲା ଏବଂ Mahendra Bolero plus ଜବତ କରାଗଲା, ପୁରୀ ଅବକାରୀ ଥାନା କେସ ନଂ ,32/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 300000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ , ଏଏସଇ ମାନସ କୁମାର ମିଶ୍ର,ସନ୍ତୋଷ କୁମାର ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ ଏବଂ କର୍ମଚାରୀ ଭିକ୍ଟୋରିଆ ଦୁଙ୍ଗୁ ଡୁଙ୍ଗୁ,ବିଶ୍ୱଜିତ୍ ମହାପାତ୍ର, ସୁଭସ୍ମିତ ,ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More