୨୪ ଘଣ୍ଟାରେ ରାଜ୍ୟରେ ୪୧, ୮୪୦ କରୋନା ନମୁନା ପରୀକ୍ଷା

10

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ହଜାର ୮୪୦ କରେନା ନମୁନା ପରୀକ୍ଷା ହୋଇଛି। ଏହା ଭିତରେ ଆରଟିପିସିଆର ଟେଷ୍ଟ ୬,୧୮୫ ହୋଇଥିବାବେଳେ ଆଣ୍ଟିଜେନ ଟେଷ୍ଟ ୩୫,୫୫୦ ଓ ଟ୍ରୁନାଟ୍ ଟେଷ୍ଟ‌ ୧୦୫ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More