୨୨ଲକ୍ଷ ଟଙ୍କା ସହିତ କାର୍ ଜବତ

14

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – -ଜଗତସିଂହପୁର ଜିଲା ବିରିଡି ଥାନା ଛକ ନିକଟରୁ ବିରିଡି ପୋଲିସ ଗତ କାଲି ବିଳମ୍ବିତ ରାତିରେ ଏକ ସନ୍ଦିଗ୍ଧ କାରକୁ ଜବତ କରିବା ସହିତ ସେଥିରୁ 22 ଲକ୍ଷ ଟଙ୍କା ଜବତ କରିଛି । ତେବେ କାର ଟିରେ ବିଳମ୍ବିତ ରାତିରେ ଏତେ ଟଙ୍କା ଭର୍ତ୍ତି ହୋଇ କୁଆଡେ ଯାଉଥିଲା ତାହା ଜଣା ପଡ଼ିନାହିଁ । ବିରିଡି ପୋଲିସ କାର ଓ ଟଙ୍କା ଜବତ କରିବା ସହିତ ଚାଳକ କୁ ପଚରା ଉଚରା କରି ତଦନ୍ତ ଚଳାଇଛି।ଜବତ ହୋଇଥିବା କାର୍ ନମ୍ବର OD-02-BM-4038 ,ବିରିଡିରୁ ରାଖଲ ମଲ୍ଲିକ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More