୧୦୭ କେଜି ଗଂଜେଇ ସହ ବୋଲେରୋ ଜବତ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ 107 କେଜି ଗଂଜେଇ ସହିତ ଗୋଟାଏ ବଲେରୋ SLE ରେଜିଷ୍ଟ୍ରେସନ ନମ୍ବର 0R 19 M 0795କୁ ଜବତ କରିବା ସହିତ ଘଟଣା ସ୍ଥଳ ରେ ଜଣକୁ ଗିରଫ କରିଛି ଏବଂ ପୁରା ଘଟଣାର ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି l ଅବକାରୀ ଇନ୍ସପେକ୍ଟର ଶ୍ରୀମତୀ ସାଗରୀକା ପ୍ରଧାନ, ଇନ୍ସପେକ୍ଟର ମୋବାଇଲ ସ୍କ୍ୱାର୍ଡ ସ୍ପନ୍ଦନ ମହାନ୍ତି, ଏ ଏସ ଆଇ ରୁପେଶ ମୁଖି, ଏ ଏସ ଆଇ ଜ଼ିଲ୍ଲା ମୋବାଇଲ ଶ୍ରୀ ଅଞ୍ଜନ କୁମାର ଜେନା, କନେଷ୍ଟବଲ ଲୋକନାଥ ଭୋଇ, ସତ୍ୟ ମୁଖି, କୈଳାସ ସାହୁ, ଶ୍ରୀମତୀ ଅଞ୍ଜଳୀ ଅମାତ( ଏସ ଇ ) ପ୍ରମୁଖ ଏଇ ଚଢ଼ାଉ ବେଳେ ଉପସ୍ଥିତ ଥିଲେ l ରିପୋର୍ଟ,,ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More