ହେରା ପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳା ଆଳତୀ ନୀତିରେ ବିଳମ୍ବ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ହେରାପଞ୍ଚମୀ ନୀତି ବିଳମ୍ବିତ ହେବା ଯୋଗୁଁ ମଙ୍ଗଳା ଆଳତୀ ନୀତି ବିଳମ୍ବ | ଏ ପର୍ଯ୍ୟନ୍ତ ହୋଇ ପାରିନି ମଙ୍ଗଳା ଆଳତୀ | ନୀତି ବିଳମ୍ବ ଯୋଗୁଁ ଦୁଇ ଦିନ ହୋଇପାରିନି ପହୁଡ଼ ନୀତି | ନୀତି ବିଳମ୍ବ ନେଇ ଭକ୍ତ ଅସନ୍ତୋଷ | ଗତକାଲି ହେରା ପଞ୍ଚମୀ ନୀତିରେ ବିଳମ୍ବ | ଆଜି ଭୋର 3:20ରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନ ରେ ଆସିଥିବା ବେଳେ 5:20ରେ ରଥ ନିକଟରେ ବନ୍ଦାପନା, ମଣୋହି ନୀତି ହୋଇଥିଲା | 5:40ରେ ମା ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞା ମାଳ ପାଇଁ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More