ହୁ ହୁ ହୋଇ ଜଳିଗଲା କଣ୍ଟେନର

9

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ୧୬ ନମ୍ବର ଜାତାୟ ରାଜପଥର ସାହାପୁର ନିକଟରେ ଆଜି ସନ୍ଧ୍ୟରେ ODO7Q 6211 ନମ୍ବର ବିଶିଷ୍ଟ ଏକ କଣ୍ଟେନର କଟକ ଆଡୁ ବାଲେଶ୍ଵର ଆଡ଼କୁ ଯାଉଥିବା ସମୟରେ ସାହାପୁର ଠାରେ ନିଆଁ ଲାଗିଯିବାରୁ ଗାଡିଟି ସମ୍ପୁର୍ଣ୍ଣ ଜଳିପୋଡି ନଷ୍ଟ ସୋଇଯାଇଛି । ନିଆଁର ଉତ୍ତାପ ଏତେ ଥିଲା ଯେ ସ୍ଥାନୀୟ ଲୋକ ପାଖକୁ ଯାଇପାରି ନଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞି ନିଆଁକୁ ଆୟତ୍ତ କରିଥିଲେ । ଗାଡିର ଅଚାନକ ଚକ ଫାଟିଯିବା ଫଳରେ ଏପରି ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଶୁଣିବାକୁ ମିଳିଛି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More