କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ହରଗୌରି ମହାବିଦ୍ୟାଳୟ କୁସୁର୍ଲା ଠାରେ ବିଶ୍ଵ ଏଡ୍ ଦିବସ ପାଳନ ହୋଇଯାଇଛି ଏବଂ ମୂଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ଡଃ ଶାକ୍ଷୀ ପଟେଲ CS କର୍ଲାମୁଣ୍ଡା ଏବଂ ସଭାପତିତ୍ତ୍ବ କରିଥିଲେ . ହରଗୌରି ମହାବିଦ୍ୟାଳୟ ର ଅଧ୍ୟାପକ ସବୋତ କୁମାର ସତପଥୀ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଚେତନତା ରାଳି କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା, ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ ରେ ଭାଗ ନେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସାଟିପିକେଟ୍ ପ୍ରଦାନ କରାଯାଇଥିଲା ସହଯୋଗ କରିଥିଲେ ।