ହଠାତ ଜଳିଲା ବାଇକ , ଅଳ୍ପକେ ବର୍ତ୍ତିଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି

27

Get real time updates directly on you device, subscribe now.

ମୟୂରଭଞ୍ଜ (ସଂଘର୍ଷ ମିଡିଆ ) : ମୟୁରଭଞ୍ଜରେ ହଠାତ ବାଇକ ଜଳିଲା , ଅଳ୍ପକେ ବର୍ତ୍ତିଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି, ଘଟଣାରୁ ପ୍ରକାଶ ଯେ,ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ମଧୁବନ ଷ୍ଟାଡିୟମ ସମ୍ମୁଖରେ ଛିଡା ହୋଇଥିବା ଓଡ଼ି- 11 s 6973 no ପଲସର ଗାଡ଼ିରେ ଲାଗିଲା । ନିଆଁ। ଅଳ୍ପକେ ବର୍ତ୍ତିଲା ନିକଟରେ ଥିବା ଦୋକାନ, ତେବେ ବାଇକ ଜଳୁଥିବା ଦେଖି ସ୍ଥାନୀୟ ଲୋକ ସାହାସିକତା ଦେଖାଇ ନିଆଁ ଲିଭାଇବା ସହ ଅନ୍ୟ ଦୋକାନରେ ନିଆଁ ଲାଗିବା ପୂର୍ବରୁ ଦୋକାନକୁ ନିଆଁ ଦାଉରୁ ରକ୍ଷା କରିଛନ୍ତି । ତେବେ କେଉଁ କାରଣ ପାଇଁ ବାଇକରେ ନିଆଁ ଲାଗିଲା ଜଣା ପଡି ନାହିଁ । ମୟୁରଭଞ୍ଜ ଉଦଳାରୁ ଅଭିଷେକ ନାୟକଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More