ସ୍ଵର୍ଗତ ସଦାଶିବ ନାୟକଙ୍କ ଦଶାହ କାର୍ଯ୍ୟ ପାଳିତ

8

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲାର ମାଥିଲି ଶହୀଦ ଭବନ ଠାରେ, ଆଜି ସ୍ବର୍ଗୀୟ ସଦାଶିବ ନାୟକଙ୍କ ଦଶା କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ତାଙ୍କ ସହ ପାଠି ମେଟ୍ରିକ 1987ବ୍ୟାଚର ସମସ୍ତ ପିଲା ଯୋଗ ଦେଇ ସ୍ବର୍ଗୀୟ ନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ । ଏଥିସହ ପରିବାରଙ୍କୁ ଆଶ୍ବସନା ଦେବା ସହ କିଛି ଆର୍ଥିକ ସହଯୋଗ କରାଯିବା ପାଇଁ ପ୍ରତିଶୃତି ଦେଇଛନ୍ତି । ସ୍ବର୍ଗତ ସଦାଶିବ ନାୟକ ମାଲକାନଗିରି ଜିଲ୍ଲାର ପୋଲିସରେ କାର୍ଯ୍ୟ କରୁଥିଲେ । ଦେହ ଖରାପ ଥିବାରୁ ଅବସର ନେଇ, ବିଶାଖାପାଟନମ ମେଡିକାଲରେ ଚିକିତ୍ସା ହେଉଥିଲେ, ଗତ july 12ତାରିଖରେ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଦଶା କାର୍ଯ୍ୟକ୍ରମ କରାଯାଇଛି,ଆଜିର ଏହି କାର୍ଯ୍ୟକ୍ରମରେ ସତେଶ ଚୌଧୁରୀ, ରମେଶ ଆୟେର, ଜୀବନ ସାହୁ, ରାବଣା ରାଓ, ରାଓ, ପ୍ରଭାକର ସ୍ୱାଇଁଙ୍କ ସହ ସମସ୍ତ ସହପାଠୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More