ସ୍ବାମୀର ଆତ୍ମହତ୍ୟା ପରେ ସ୍ତ୍ରୀ ଅତ୍ୟଧିକ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ

15

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ଟାଉନ ବଳରାମପୁରରେ ଭଡାରେ ରହୁଥିବା ଭଡା ଘରେ ରହନ୍ତି ଦାନ୍ତ ଡାକ୍ତର ମନୋଜ ବସନ୍ତିଆ ବୟସ ୩୫ ବର୍ଷ । ସେ ଆଜି ପୁର୍ବାନ୍ନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀ କଲ୍ୟାଣୀ ବସନ୍ତିଆ ବୟସ ୨୯ ବର୍ଷ ସେ ମଧ୍ୟ ମତ୍ରାଧିକ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ମାତ୍ର କଲ୍ୟାଣୀ ବଞିଯାଇଛନ୍ତି । କଲ୍ୟାଣୀ ଆତ୍ମହତ୍ୟା ଉଦ୍ୟମକରି ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତ ମନୋଜ ବସନ୍ତିଆ ଶବକୁ ଜବତ କରିବା ସହିତ ସାଇଣ୍ଟିପିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଛି କେନ୍ଦ୍ରାପଡାରୁ ବଳରାମ ବେହେରା ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More