ସେକ୍ଟର ୮ ପଡିଆରେ ଯାତ୍ରା ଶ୍ରୀ ବିଶ୍ଵ ଦରବାର ତରଫରୁ ରାଉରକେଲାବାସୀଙ୍କୁ ପ୍ରଥମ ଭେଟି “ମୃତ୍ୟୁ ପରେ ମଣିଷ”

15

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ସେକ୍ଟର 8 ପଡିଆ ରେ ଯାତ୍ରା ଶ୍ରୀ ବିଶ୍ଵ ଦରବାର ତରଫରୁ ପ୍ରଥମ ନାଟକ ମୃତ୍ୟୁ ପରେ ମଣିଷ ଉଦଘାଟିତ ହୋଇଯାଇଛିl ଏହି ଯାତ୍ରା କୁ ଜୟ କେଶବ,ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ,ପରିଚୟ ଓ ସେକ୍ତତର ୮ ର କର୍ମକର୍ତା ମାନେ ମିଳିତ ହୋଇ ଏହି ବିଶ୍ୱ ଦରବାର ଯାତ୍ରା କୁ ରାଉରକେଲା ସହରକୁ ଆଣିଛନ୍ତି. ଏହି ଯାତ୍ରା ରେ ଜଣେ ମଣିଷ ବଞ୍ଚି ଥାଉ ଥାଉ କିଛିଟା ସମ୍ପତ୍ତି ପାଇଁ ତାକୁ ମୃତ ଘୋସିତ୍ କରା ଯାଉଛି.ନିଜକୁ ଜୀବିତ ସାବ୍ୟସ୍ତ କରିବାକୁ ଯାଇ ସେହି ମଣିଷ ସମାଜ ଆଗରେ ଅତ୍ୟାଚାରିତ୍ ହୋଇ ଭିକାରି ସାଜିଛି..!ଏହି ଯାତ୍ରା ଚାଲିଥିବା ସମୟରେ ଶାନ୍ତି ଶୃଙ୍ଖଳା ରଖୟା କରଜିବା ପାଇଁ ପୋଲିସ ମାନଙ୍କୁ ରଖାଜାଇଥିଲା. ଦର୍ଶକ ମାନେ ଆନନ୍ଦ ମନରେ ଏହି ଯାତ୍ରା କୁ ଦେଖି ପ୍ରଶଂସା କରୁଥିବାର୍ ଦେଖାଜାଇଥିଲା! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ଜେନେରାଲ୍ ମେନେଜର ଶ୍ରୀ ପି.କେ.ଦାଶ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଉରକେଲା ଉସ୍ପାତ୍ କାରଖାନା ର ଶ୍ରୀ ବିଭାବାସୁ ମଲ୍ଲିକ ଯୋଗ ଦେଇଥିଲେ. ଏଥିସହ ଚିଣ୍ଟୁ ପ୍ରଧାନ,ବସନ୍ତ ସାମଲ, ସନ୍ତୋଷ ଭାରତ,ସୁଶାନ୍ତ ନାୟକ,ଅନ୍ତରା ସେଠି ପ୍ରମୁଖ୍ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଉପସ୍ଥାପନା କରିଥିଲେ. ରାଉରକେଲା ରୁ କ୍ୟମେରାମ୍ୟାନ୍ ମ୍ରୁତ୍ୟୁଞ୍ଜୟ୍ ଙ୍କ ସହ ଅମ୍ରିତା ପ୍ରିୟଦର୍ଷିନି ଙ୍କ ରିପୋର୍ଟ ସଙ୍ଘର୍ଷ୍ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More