ସୁରତରୁ ଗାଁକୁ ଫେରିବା ବେଳେ ବସରେ ସନ୍ତାନ ପ୍ରସବ କଲେ ପ୍ରବାସୀ ଓଡ଼ିଆ ମହିଳା

19

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ଗାଁକୁ ଫେରିବା ବେଳେ ବସରେ ସନ୍ତାନ ପ୍ରସବ କଲେ ପ୍ରବାସୀ ଓଡ଼ିଆ ମହିଳା । ନାଗପୁର ନିକଟରେ ବସରେ ତାଙ୍କର ପ୍ରସବ ବେଦନା ହେବାରୁ ଅନ୍ୟ ମହିଳାଙ୍କ ସହଯୋଗରେ ତାଙ୍କର ପ୍ରସବ କରାଯାଇଥିଲା । ବସଟି ସୁରତରୁ ଭଦ୍ରକ ଜିଲାର ଅସୁରାଳି ଅଞ୍ଚଳକୁ ଆସୁଥିବା ସୂଚନା ମିଳିଛି । ପ୍ରସୂତୀ ଓ ଶିଶୁଙ୍କ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More