ନୂଆପଡା(ସଂଘର୍ଷ ମିଡିଆ) : -ସିନାପାଲି, ଆଜି ଦିନରେ ସମଗ୍ର ଆଦିବାସୀ ଦିବସ ପାଳନ କରୁଥିବା ବେଳେ ନିଆର ଢଙ୍ଗରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥରରେ ମଧ୍ୟ ଆଜି ବିଶ୍ଵ ଆଦିବାସୀ ଦିବସ ବହୁତ୍ ଆଡ଼ମ୍ବରରେ ଗୋର୍ଲ୍ଲା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଗୋଣ୍ଡ୍ ସମାଜ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ – ପ୍ରସନ୍ନ ମାଝୀ, ଅବସରପ୍ରାପ୍ତ ତହସିଲ୍ ଦାର ଶ୍ରୀଯୁକ୍ତ – ହୃଦାନନ୍ଦ ମାଝୀ, ( ଆଦିବାସୀ ରିସର୍ଚ୍ଚ ,) ଶ୍ରୀଯୁକ୍ତ- ହରି ସିଂହ ମାଝୀ, (ସିନାପାଲି ବ୍ଲକ ସଭାନେତ୍ରୀ ) ଶ୍ରୀମତୀ – ରମ୍ଭା କାନ୍ତି ମାଝୀ, ଶ୍ରୀମତୀ – ଯଜ୍ଞ ସେନୀ ମାଝୀ, (ସିନାପାଲି ବ୍ଲକ ସମ୍ପାଦକ) ଶ୍ରୀଯୁକ୍ତ – ଦୁର୍ବଳ ମାଝୀ, (ବଞ୍ଜରା ସମାଜ) ରୁ ଶ୍ରୀଯୁକ୍ତ – ଧନେଶ୍ୱର ବଂଜରା, (ଚିନ୍ଦା ସମାଜ) ରୁ ଶ୍ରୀଯୁକ୍ତ- ବିର୍ବଲ୍ ଚିନ୍ଦା , ଜିଲ୍ଲା ସଭ୍ୟ – ଶ୍ରୀଯୁକ୍ତ – ପୂର୍ଣ୍ଣ ଚନ୍ଦ୍ର ମାଝୀ , ଓ ପଞ୍ଚାୟତ କର୍ମକର୍ତ୍ତା ଶ୍ରୀଯୁକ୍ତ – ଦିଲ୍ଲୀପ କୁମାର ମାଝୀ, ଦେବ୍ ସିଂହ ମାଝୀ , ଋଷ୍ୟ ଶୃଙ୍ଗ ମାଝୀ, ଦେବିଚରନ୍ ମାଝୀ, ମନୁଲାଲ ମାଝୀ, ମା ଭଉଣୀ, ଗୋଣ୍ତ ସମାଜ,ବଞ୍ଜରା ସମାଜ,ଚିନ୍ଦା ସମାଜର ଉପସ୍ଥିତ ରେ ଗୋର୍ଲା ବସ୍ତିପଡ଼ା ପର୍ଯ୍ୟନ୍ତ ପରିକ୍ରମା କରା ଯାଇଥିଲା ଜୟ ଆଦିବାସୀ, ଏକ ତୀର ଏକ କମାନ ସବ୍ ଆଦିବାସୀ ଏକ ସମାନ ବୋଲି ନାରାବାଜି ଦେଇ ଆନନ୍ଦିତ ରେ ପାଳିତ ହୋଇଥିଲା । ନୂଆପଡା ଜିଲ୍ଲା ସିନାପାଲିରୁ ହେରାମ୍ବ ବାଗଙ୍କ ରିପୋର୍ଟ ।