ସିନାପାଲିରେ ଅମାନିଆଙ୍କୁ ଜରିମାନା

35

Get real time updates directly on you device, subscribe now.

ସିନାପାଲି ( ସଂଘର୍ଷ ମିଡିଆ ) : ସିନାପାଲି ଅଂଚଳରେ ଦିନକୁ ଦିନ କରୋନା ପଜିଟିଭ ବଢିଚାଲିଥିବାବଲେ ପ୍ରଶାସନ ତରଫରୁ ଅମାନିଆଙ୍କ ପ୍ରତି ଧରପଗଡ ଆରମ୍ଭ ହୋଇଛି। ଲୋକଙ୍କୁ ବାରମ୍ବାର କରୋନା ମୁକାବିଲା ନେଇ ସଚେତନ କରଯାଉଥିଲେ ବି ଲୋକେ ଖାତିର କରୁନାହାନ୍ତି । ଦୋକାନ ବଜାରରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବା ବେଳେ ବିନା ମାସ୍କରେ ବୁଲୁଥ ଦେବାକୁ ମିଳୁଛି । ଏନେଇ ଆଜି ସିନାପାଲି ତହସିଲଦାର ଲୋକନାଥ ଶବରଙ୍କ ନେତୃତ୍ଵରେ ସିନାପାଲି ସହରର ବିଭିନ୍ନ ସ୍ଥାନରେ ଚଢଉ କରଯାଇଥିଲା । ସିନାପଲି ନେହେରୁ ମଣ୍ଡପ ସ୍ଥିତ ଶ୍ରୀଗଣେଶ ଚପଲ ଦୋକାନରେ ଓ ପାଲକ୍ ଫ୍ୟାନ୍ସି ଷ୍ଟୋର | ସିନାପାଲି ମୁଖ୍ୟ ରାସ୍ତା କୋଭିଡ ନିୟମକୁ ଉଲ୍ଲେଘନ କରାଯାଇଥିବା ନେଇ ଦୋକାନକୁ ଅକ୍ଟୋବର ୨ ରୁ ୩ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More