ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ

27

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : – କଟକ ଜିଲ୍ଲା ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘଟଣାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ନା କୌଣସି କ୍ଷତିପୂରଣ ମିଳିଛି ପରିବାରକୁ ନା କୌଣସି ବିଭାଗୀୟ ଅଧିକାରୀ ନା ଶିକ୍ୟୁରିଟି ସଂସ୍ଥାର ମାଲିକ ପହଂଚିଛନ୍ତି ତାଙ୍କ ନିକଟରେ। ମୃତକ ସିକ୍ୟୁରିଟି ଗାର୍ଡ ଜଣକ ହେଉଛନ୍ତି ବରାହିପୁର ପଞ୍ଚାୟତ ଦେ-ବରିଅ ଗ୍ରାମର ଅଜୟ କୁମାର ଖଟୁଆ। ଏନେଇ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More