ଟୁଡୁ ଏରସମା(ସଂଘର୍ଷ ମିଡିଆ) : -ଜଗତସିଂପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଅନ୍ତର୍ଗତ ସିଆଲି ବାଲିଯାତ୍ରା ୨୦୨୨ ବହୁତ ଆଡ଼ମବର ସହିତ ପାଳିତ ହେଉଛି। ଲୋକମାନେ ଦୋକାନରୁ ଘରକରଣା ସାମଗ୍ରୀ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖୁଛନ୍ତି । ଆଜି ପଞ୍ଚମ ଦିନରେ , ଶ୍ରୀଯୁକ୍ତ ବିଶେଶ୍ଵର ଟୁଡୁ (ମାନ୍ୟବର ମନ୍ତ୍ରୀ ଜଳ ସମ୍ପଦ ଆଦିବାସୀ ବିକାଶ, ଭାରତସରକାର), ଶ୍ରୀଯୁକ୍ତ ବିଭୁପ୍ରସାଦ ତରାଇ (ପୁର୍ବତନ ସାଂସଦ ଜଗତସିଂହପୁର), ଶ୍ରୀଯୁକ୍ତ ସଂଜୟ ମହାନ୍ତି (ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି), ଶ୍ରୀଯୁକ୍ତ ଶଶୀକାନ୍ତ ପରିଡ଼ା (ସମାଜ ସେବୀ), ଶ୍ରୀଯୁକ୍ତ ବୃନ୍ଦାବନ ମିଶ୍ର (ପ୍ରଯୋଜକ ଓଡ଼ିଆ ଚଳଚ୍ଚିତ୍ର ଜଗତ), ଶ୍ରୀଯୁକ୍ତ ନୃସିଂହ ସାହୁ (ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି), ଶ୍ରୀଯୁକ୍ତ ନିଲିପ୍ତ ଜେନା (ଜିଲ୍ଲା ବିଜେପି କୋଷାଧ୍ୟକ୍ଷ), >ଶ୍ରୀଯୁକ୍ତ ନାରାୟଣ ସେଠୀ (ସମିତି ସଭ୍ୟ ପଦ୍ମପୁର ଗ୍ରାମପଞ୍ଚାୟତ), ଶ୍ରୀଯୁକ୍ତ ଲକ୍ଷ୍ମୀଧର ଓଝା (ମଣ୍ଡଳ ସଭାପତି -୨ନଂ ଜୋନ), ଶ୍ରୀଯୁକ୍ତ ଦିଲ୍ଲିପ ପାତ୍ର (ସମାଜସେବୀ) ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ମନ୍ତ୍ରୀ ଉଜ୍ବଳ ଆଲୋକୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତାପରେ ଦୀପ ଜାଳି ସଭା ଆରମ୍ଭ କରିଥିଲେ। ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।