ସିଆଇଟିଇ ଆଦ୍ୟାସା ସୋସିଆଲ ଫାଉଣ୍ଡେସନ ପକ୍ଷରୁ କ୍ରିକେଟ ଟ୍ରୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

15

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ସି ଆଇ ଟି ଇ ଆଦ୍ୟାସା ସୋସିଆଲ ଫାଉଣ୍ଡେସନ ପକ୍ଷରୁ କିକେଟ ଟ୍ରୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ସି ଆଇ ଟି ଇ ଏକ ଶିକ୍ଷା ଅନଷ୍ଠାନ ହୋଇଥିଲେ ମଧ୍ୟ କ୍ରୀଡା ପ୍ରତି ବେଶ୍ ଆଗ୍ରହ ଦେଖାଇଛନ୍ତି। ଗତ ଦୁଇ ବର୍ଷ ଧରି ରାଉଲକେଲା ଆଖପାଖ ଅଞ୍ଚଳରୁ ଖେଳାଳିମାନଙ୍କୁ ନେଇ ଏହି ପ୍ରତିଯୋଗିତା କରିଆସୁଛନ୍ତି। ସେକ୍ଟର-୧୫ ନମ୍ବର ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଏହି ଖେଳର ଉଦଘାଟନ କରିଥିବା ବେଲେ ସମ୍ମାନିତ ଅତିଥି ଭାବରେ ଶ୍ରୀମତି ଜୟନ୍ତୀ ଦାସ,ହରିହର ରାଉତରାୟ ଓ ସାଗରିକା ୱେଲଫାୟାର ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ଯୋଗଦେଇ ଏହି କାର୍ଯ୍ୟକ୍ରର୍ମର ଶୋଭା ବଢ଼ାଇଥିଲେ।ଚେୟାରମ୍ୟାନ୍-ଆଦିଲ ମେହମୁଦ,ମ୍ୟାନେଜର୍-ସେହର୍ ୟାର୍ ମିର୍ଜା,ସଦସ୍ୟ-ସୋହେ,ସାଜିଦ ଅନସାରୀ,ଆଜମାତ୍ ଅଲି ,ସମୀକ୍ଷକ-ୟାସିର ଆରାଫତ୍ ଖାନ୍ ଉପସ୍ଥିତ ରହି ଖେଳକୁ ଆଗକୁ ବଢ଼ାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More